Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

51100 of 107 results
166.
CD-ROM/DVD-RW
2008-09-30
CD-ROM/DVD-RW
167.
CD-R/DVD-ROM
2008-09-30
CD-R/DVD-ROM
168.
CD-R/DVD-RAM
2008-09-30
CD-R/DVD-RAM
169.
CD-R/DVD-R
2008-09-30
CD-R/DVD-R
170.
CD-R/DVD-RW
2008-09-30
CD-R/DVD-RW
171.
CD-RW/DVD-ROM
2008-09-30
CD-RW/DVD-ROM
172.
CD-RW/DVD-RAM
2008-09-30
CD-RW/DVD-RAM
173.
CD-RW/DVD-R
2008-09-30
CD-RW/DVD-R
174.
CD-RW/DVD-RW
2008-09-30
CD-RW/DVD-RW
177.
IEEE1394 Drive
2008-09-30
IEEE1394 ଡ୍ରାଇଭ୍
178.
CF
2008-09-30
CF
179.
SD/MMC
2008-09-30
SD/MMC
180.
Memory Stick
2008-09-30
ସ୍ମୃତି ଦଣ୍ଡ
183.
DVD
2008-09-30
DVD
184.
Root Volume
2008-09-30
ମୂଳ ମାତ୍ରା
185.
Audio CD
2008-09-30
ଧ୍ବନି CD
186.
Unknown volume
2008-09-30
ଅଜଣା ମାତ୍ରା
187.
Network server
2008-09-30
ନେଟୱର୍କ ସରଭର
188.
Unable to mount the floppy drive. There is probably no floppy in the drive.
2008-09-30
ଫ୍ଲପି ଡ୍ରାଇଭ ସ୍ଥାପନ କରିବାରେ ଅସଫଳ. ସମ୍ଭବତଃ କି ଡ୍ରାଇଭରେ କୌଣସି ଫ୍ଲପି ନାହିଁ।
189.
Unable to mount the volume. There is probably no media in the device.
2008-09-30
ଅଂଶକୁ ସ୍ଥାପନ କରିବାରେ ଅସଫଳ. ସମ୍ଭବତଃ କି ତନ୍ତ୍ରରେ କୌଣସି ମାଧ୍ଯମ ନାହିଁ।
190.
Unable to mount the floppy drive. The floppy is probably in a format that cannot be mounted.
2008-09-30
ପ୍ଲପି ଡ୍ରାଇଭ ସ୍ଥାପନ କରିବାରେ ଅସଫଳ. ସମ୍ଭବତଃ କି ଫ୍ଳପିଟି ଯେଉଁ ସଜ୍ଜିକରଣ ଶୈଳୀରେ ଅଛି ତାହା ସ୍ଥାପନ କରାଯାଇପାରିବ ନାହିଁ।
191.
Unable to mount the volume. If this is an encrypted drive, then the wrong password or key was used.
2008-09-30
ଅଂଶକୁ ସ୍ଥାପନ କରିବାରେ ଅସଫଳ. ଯଦି ଏହା ଗୋଟିଏ ସଂଗୁପ୍ତ ଡ୍ରାଇଭ, ତେବେ ଭୁଲ ପ୍ରବେଶ ସଂକେତ ବା ଚାବି ବ୍ଯବହାର କରାଯାଇଥିଲା।
192.
Unable to mount the selected volume. The volume is probably in a format that cannot be mounted.
2008-09-30
ଅଂଶକୁ ସ୍ଥାପନ କରିବାରେ ଅସଫଳ. ସମ୍ଭବତଃ କି ଅଂଶ ଯେଉଁ ସଜ୍ଜିକରଣ ଶୈଳୀରେ ଅଛି ତାହା ସ୍ଥାପନ କରାଯାଇପାରିବ ନାହିଁ।
193.
Unable to mount the selected floppy drive.
2008-09-30
ବଛା ଫ୍ଲପି ଡ୍ରାଇଭ ସ୍ଥାପନ କରିବାରେ ଅସଫଳ।
194.
Unable to mount the selected volume.
2008-09-30
ବଛା ଅଂଶକୁ ସ୍ଥାପନ କରିବାରେ ଅସଫଳ।
195.
Unable to unmount the selected volume. The volume is in use by one or more programs.
2008-09-30
ବଛା ଅଂଶକୁ ସ୍ଥାପନ କରିବାରେ ଅସଫଳ। ଅଂଶଟି ଗୋଟିଏ ବା ଅଧିକ ପ୍ରୟୋଗ ଦ୍ବାରା ବ୍ଯବହାର କରାଯାଉଛି।
196.
Unable to unmount the selected volume.
2008-09-30
ବଛା ଅଂଶକୁ କାଢ଼ିବାରେ ଅସଫଳ।
200.
Couldn't send password to mount process.
2008-09-30
ସ୍ଥାପନ ପ୍ରକ୍ରିୟାକୁ ପ୍ରବେଶ ସଂକେତ ପଠାଇହେଲା ନାହିଁ।
205.
Network
2008-09-30
ନେଟୱର୍କ
209.
Windows Network
2008-09-30
ୱିଣ୍ଡୋଜ ନେଟୱର୍କ
210.
The identity of the remote computer (%s) is unknown.
2008-09-30
ଦୂର କମ୍ପ୍ଯୁଟର (%s)ର ପରିଚୟ ଜଣା ନାହିଁ।
211.
This happens when you log in to a computer the first time. The identity sent by the remote computer is %s. If you want to be absolutely sure it is safe to continue, contact the system administrator.
2008-09-30
ଆପଣ ପ୍ରଥମ ଥର କମ୍ପ୍ଯୁଟରରେ ଲଗ୍ଇନ୍ କଲେ ଏହା ହୁଏ। ଦୂର କମ୍ପ୍ଯୁଟରଠାରୁ ପଠାଯାଇଥିବା ପରିଚୟ ହେଉଛି %s । ଯଦି ଆପଣ ନିଶ୍ଚିତ ଭାବେ ବୁଝିବାକୁ ଚାହାନ୍ତି ଯେ ତନ୍ତ୍ରକୁ ନିରାପଦରେ ଚାଲୁରଖିହେବ, ତେବେ ତନ୍ତ୍ର ପ୍ରଶାସକଙ୍କ ସହିତ ସମ୍ପର୍କ କରନ୍ତୁ।
215.
Use the %s environment variable to specify a different location.
2008-09-30
%s ପରିବେଶ ଚଳ ଦ୍ବାରା ଗୋଟିଏ ଅନ୍ଯ ସ୍ଥାନ ଉଲ୍ଲେଖିତ କରନ୍ତୁ।
223.
The default terminal application to use for applications that require a terminal.
2008-09-30
ଯେଉଁ ପ୍ରୟୋଗଗୁଡିକ ପାଇଁ ଟର୍ମିନାଲ୍ ଆବଶ୍ଯକ ସେମାନଙ୍କ ପାଇଁ ପୂର୍ବନିର୍ଦ୍ଧାରିତ ଟର୍ମିନାଲ୍ ପ୍ରୟୋଗ।
225.
The exec argument to use for the default terminal application.
2008-09-30
ପୂର୍ବନିର୍ଦ୍ଧାରିତ ଟର୍ମିନାଲ୍ ପ୍ରୟୋଗ ପାଇଁ ନିଷ୍ପାଦନ ସ୍ବତନ୍ତ୍ରଚର।
227.
The application to use for viewing files that require a component to view them. The parameter %s will be replaced by the file's URIs, the parameter %c will be replaced by the component IID.
2008-09-30
ଯେଉଁ ଫାଇଲଗୁଡିକ ଦେଖିବା ପାଇଁ ଗୋଟିଏ ଯନ୍ତ୍ରାଂଶ ଆବଶ୍ଯକ, ସେମାନଙ୍କ ପାଇଁ କେଉଁ ପ୍ରୟୋଗ ବ୍ଯବହାର କରାଯିବ। ପ୍ରାଚଳ %s ଫାଇଲର ୟୁ.ଆର୍.ଆଇ. ଦ୍ବାରା ବଦଳ ହେବ, ପ୍ରାଚଳ %c ଯନ୍ତ୍ରାସଂର ଆଇ.ଆଇ.ଡି. ଦ୍ବାରା ବଦଳ ହେବ।
229.
True if the command specified in the "command" key should handle "trash" URLs.
2008-09-30
ସତ ହେଲେ, "ନିର୍ଦ୍ଦେଶ" ଚାବିରେ ଉଲ୍ଲେଖିତ ନିର୍ଦ୍ଦେଶ "ବର୍ଜିତ" ୟୁ.ଆର.ଏଲ. ଚଳାଇବା ପାଇଁ ବ୍ଯବହୃତ ହେବ।
231.
The command used to handle "trash" URLs, if enabled.
2008-09-30
"ବର୍ଜିତ" ୟୁ.ଆର.ଏଲ. ଚଳାଇବା ପାଇଁ ନିର୍ଦ୍ଦେଶ, ଯଦି ସକ୍ରିୟ।
233.
True if the command used to handle this type of URL should be run in a terminal.
2008-09-30
ସତ, ଯଦି ଏହି ୟୁ.ଆର.ଏଲ. ଚଳାଇବା ପାଇଁ ନିର୍ଦ୍ଦେଶ ଟର୍ମିନାଲ୍ରେରେ ଚଳାଯିବା ଉଚିତ।
234.
Whether the specified command should handle "ghelp" URLs
2008-09-30
ଉଲ୍ଲେଖିତ ନିର୍ଦ୍ଦେଶ "ଜିହେଲ୍ପ" ୟୁ.ଆର.ଏଲ. ଚଳାଇବା ପାଇଁ ବ୍ଯବହୃତ ହେବା ଉଚିତ କି।
235.
True if the command specified in the "command" key should handle "ghelp" URLs.
2008-09-30
ସତ ହେଲେ, "ନିର୍ଦ୍ଦେଶ" ଚାବିରେ ଉଲ୍ଲେଖିତ ନିର୍ଦ୍ଦେଶ "ଜିହେଲ୍ପ" ୟୁ.ଆର.ଏଲ. ଚଳାଇବା ପାଇଁ ବ୍ଯବହୃତ ହେବ।
239.
True if the command specified in the "command" key should handle "info" URLs.
2008-09-30
ସତ ହେଲେ, "ନିର୍ଦ୍ଦେଶ" ଚାବିରେ ଉଲ୍ଲେଖିତ ନିର୍ଦ୍ଦେଶ "ସୂଚନା" ୟୁ.ଆର.ଏଲ. ଚଳାଇବା ପାଇଁ ବ୍ଯବହୃତ ହେବ।
241.
The command used to handle "info" URLs, if enabled.
2008-09-30
"ସୂଚନା" ୟୁ.ଆର.ଏଲ. ଚଳାଇବା ପାଇଁ ନିର୍ଦ୍ଦେଶ, ଯଦି ସକ୍ରିୟ।
245.
The command used to handle "man" URLs, if enabled.
2008-09-30
"ପ୍ରକରଣ" ୟୁ.ଆର.ଏଲ. ଚଳାଇବା ପାଇଁ ନିର୍ଦ୍ଦେଶ, ଯଦି ସକ୍ରିୟ।
246.
Whether the specified command should handle "http" URLs
2008-09-30
ଉଲ୍ଲେଖିତ ନିର୍ଦ୍ଦେଶ "ଏଚ.ଟି.ଟି.ପି." ୟୁ.ଆର.ଏଲ. ଚଳାଇବା ପାଇଁ ବ୍ଯବହୃତ ହେବା ଉଚିତ କି.।
247.
True if the command specified in the "command" key should handle "http" URLs.
2008-09-30
ସତ ହେଲେ, "ନିର୍ଦ୍ଦେଶ" ଚାବିରେ ଉଲ୍ଲେଖିତ ନିର୍ଦ୍ଦେଶ "ଏଚ.ଟି.ଟି.ପି." ୟୁ.ଆର.ଏଲ. ଚଳାଇବା ପାଇଁ ବ୍ଯବହୃତ ହେବ।
249.
The command used to handle "http" URLs, if enabled.
2008-09-30
"http" ୟୁ.ଆର.ଏଲ. ଚଳାଇବା ପାଇଁ ନିର୍ଦ୍ଦେଶ, ଯଦି ସକ୍ରିୟ।
255.
True if the command specified in the "command" key should handle "https" URLs.
2008-09-30
ସତ ହେଲେ, "ନିର୍ଦ୍ଦେଶ" ଚାବିରେ ଉଲ୍ଲେଖିତ ନିର୍ଦ୍ଦେଶ "ଏଚ.ଟି.ଟି.ପି.ଏସ." ୟୁ.ଆର.ଏଲ. ଚଳାଇବା ପାଇଁ ବ୍ଯବହୃତ ହେବ।
257.
The command used to handle "https" URLs, if enabled.
2008-09-30
"ଏଚ.ଟି.ଟି.ପି.ଏସ." ୟୁ.ଆର.ଏଲ. ଚଳାଇବା ପାଇଁ ନିର୍ଦ୍ଦେଶ, ଯଦି ସକ୍ରିୟ।
259.
True if the command specified in the "command" key should handle "mailto" URLs.
2008-09-30
ସତ ହେଲେ, "ନିର୍ଦ୍ଦେଶ" ଚାବିରେ ଉଲ୍ଲେଖିତ ନିର୍ଦ୍ଦେଶ "ଡାକରା" ୟୁ.ଆର.ଏଲ. ଚଳାଇବା ପାଇଁ ବ୍ଯବହୃତ ହେବ।