Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 328 results
~
Rotate Screen
2013-09-09
ପରଦାକୁ ଘୁରାନ୍ତୁ
~
Video Out
2013-09-09
ଭିଡିଓ ବାହାର
~
Priority to use for this plugin in gnome-settings-daemon startup queue
2013-01-23
gnome-settings-daemon ପ୍ରାରମ୍ଭିକ କ୍ରମରେ ଏହି ପ୍ଲଗଇନ ପାଇଁ ପ୍ରାଥମିକତା ବ୍ୟବହାର କରାଯାଇଥାଏ କି ନାହିଁ
~
Could not refresh the screen information: %s
2009-08-14
ପରଦା ସୂଚନାକୁ ସତେଜନ କରିହେଲା ନାହିଁ: %s
1.
Priority to use for this plugin
2011-09-27
ଏହି ପ୍ଲଗଇନ ପାଇଁ ବ୍ୟବହାର କରିବାର ପ୍ରାଥମିକତା
3.
Activation of this plugin
2011-09-27
ଏହି ପ୍ଲଗଇନର ସକ୍ରିୟଣ
5.
Smartcard removal action
2011-09-27
ସ୍ମାର୍ଟକାର୍ଡ ବାହାର କରିବା କାର୍ଯ୍ୟ
14.
Highlights the current location of the pointer when the Control key is pressed and released.
2013-01-23
Control କି କୁ ଦବାଇକରି ଛାଡ଼ିଦେଲାମାତ୍ରେ ସୂଚକର ବର୍ତ୍ତମାନ ଅବସ୍ଥାନକୁ ଆଲୋକିତ କରନ୍ତୁ।
15.
Double click time
2011-09-27
ଦୁଇଥର ଦବାଇବାର ସମୟ
16.
Length of a double click in milliseconds.
2013-01-23
ଦୁଇଥର କ୍ଲିକ କରିବା ମଧ୍ଯବର୍ତ୍ତି ସମୟ ମିଲି ସେକଣ୍ଡରେ।
17.
Drag threshold
2011-09-27
ପ୍ରଭାବ ସୀମା ଟାଣନ୍ତୁ
18.
Distance before a drag is started.
2013-01-23
ଟାଣିବା ଆରମ୍ଭ ହେବା ପୂର୍ବବର୍ତ୍ତୀ ଦୂରତା।
2011-10-19
ଚଣା ଆରମ୍ଭ ହେବା ପୂର୍ବର ଦୂରତା।
20.
Device hotplug custom command
2011-09-27
ଉପକରଣ ହଟପ୍ଲଗ ଇଚ୍ଛାରୂପଣ ନିର୍ଦ୍ଦେଶ
21.
Command to be run when a device is added or removed. An exit value of 1 means that the device will not be handled further by gnome-settings-daemon.
2013-09-09
ଗୋଟିଏ ଉପକରଣକୁ ଯୋଗକରିବା କିମ୍ବା କାଢ଼ିବା ସମୟରେ ଚଲାଇବାକୁ ଥିବା ନିର୍ଦ୍ଦେଶ। ଏକ ପ୍ରସ୍ଥାନ ମୂଲ୍ୟ 1 ର ଅର୍ଥ ହେଉଛି ଉପକରଣକୁ ଏହା ପରେ gnome-settings-daemon ଦ୍ୱାରା ନୟନ୍ତ୍ରଣ କରାଯିବ ନାହିଁ।
28.
Middle button emulation
2013-01-23
ମଝି ବଟନ ଏମୁଲେସନ
2011-10-19
ମଝି ବଟନ ଯନ୍ତ୍ରାନୁକରଣ
29.
Enables middle mouse button emulation through simultaneous left and right button click.
2013-01-23
ଏକ ସଙ୍ଗେ ବାମ ଏବଂ ଡ଼ାହାଣ ବଟନ କ୍ଲିକ ମାଧ୍ଯମରେ ମଝି ମାଉସ ବଟନ ଏମୁଲେସନକୁ ସକ୍ରିୟ କରିଥାଏ।
34.
Disable touchpad while typing
2009-09-23
ଟାଇପ କରିବା ସମୟରେ ଟଚପ୍ୟାଡ଼କୁ ନିଷ୍କ୍ରିୟ କରନ୍ତୁ
35.
Set this to TRUE if you have problems with accidentally hitting the touchpad while typing.
2009-10-20
ଏହାକୁ TRUE ସେଟ କରନ୍ତୁ ଯଦି ଆପଣଙ୍କର ଟାଇପ କରିବା ସମୟରେ ଟଚପ୍ୟାଡକୁ ହଠାତ ଆଘାତ କରିବାରେ ସମସ୍ୟା ଅଛି।
36.
Enable horizontal scrolling
2009-09-23
ସମାନ୍ତରାଳ ଟଣାକୁ ସକ୍ରିୟ କରନ୍ତୁ
37.
Set this to TRUE to allow horizontal scrolling by the same method selected with the scroll_method key.
2009-10-20
scroll_method କି ସହିତ ସମାନ ପଦ୍ଧତି ଦ୍ୱାରା ଭୂସମାନ୍ତରାଳ ଟଣାକୁ ଅନୁମତି ଦେବା ପାଇଁ ଏହାକୁ TRUE ସେଟ କରନ୍ତୁ।
38.
Select the touchpad scroll method
2009-09-23
ଟଚପ୍ୟାଡ଼ ଟଣା ପଦ୍ଧତିକୁ ବାଛନ୍ତୁ
40.
Enable mouse clicks with touchpad
2009-09-23
ଟଚପ୍ୟାଡ଼ ସହିତ ମାଉସ କ୍ଲିକକୁ ସକ୍ରିୟ କରନ୍ତୁ
41.
Set this to TRUE to be able to send mouse clicks by tapping on the touchpad.
2009-10-20
ଟଚପ୍ୟାଡ ଉପରେ ଟ୍ୟାପ କରିବା ଦ୍ୱାରା ମାଉସ କ୍ଲିକଗୁଡ଼ିକୁ ପଠାଇବା ପାଇଁ ସମର୍ଥ କରିବାକୁ ଏହାକୁ TRUE ସେଟ କରନ୍ତୁ।
42.
Enable touchpad
2011-09-27
ଟଚପ୍ୟାଡ଼କୁ ସକ୍ରିୟ କରନ୍ତୁ
43.
Set this to TRUE to enable all touchpads.
2011-09-27
ସମସ୍ତ ଟଚପ୍ୟାଡଗୁଡ଼ିକୁ ସକ୍ରିୟ କରିବା ପାଇଁ ଏହାକୁ TRUE ସେଟ କରନ୍ତୁ।
49.
Wacom stylus absolute mode
2013-01-23
ୱାକମ ସ୍ଟାଇଲସ ନିର୍ଦ୍ଦିଷ୍ଟ ଧାରା
50.
Enable this to set the tablet to absolute mode.
2013-01-23
ଟ୍ୟାବଲେଟକୁ ନିର୍ଦ୍ଦିଷ୍ଟ ଧାରାରେ ସେଟ କରିବା ପାଇଁ ଏହାକୁ ସକ୍ରିୟ କରନ୍ତୁୁ।
51.
Wacom tablet area
2013-01-23
ୱାକମ ଟ୍ୟାବଲେଟ କ୍ଷେତ୍ର
52.
Set this to x1, y1 and x2, y2 of the area usable by the tools.
2013-01-23
ଏହାକୁ ଉପକରଣଗୁଡ଼ିକ ଦ୍ୱାରା ବ୍ୟବହାରଯୋଗ୍ୟ ସ୍ଥାନର x1, y1 ଏବଂ x2, y2 ରେ ସେଟ କରନ୍ତୁ।
53.
Wacom tablet aspect ratio
2013-01-23
ୱାକମ ଟ୍ୟାବଲେଟ ପରିମାପ ଅନୁପାତ
54.
Enable this to restrict the Wacom tablet area to match the aspect ratio of the output.
2013-01-23
ୱାକମ ଟ୍ୟାବଲେଟ କ୍ଷେତ୍ରକୁ ଫଳାଫଳର ପରିମାପ ଅନୁପାତ ସହିତ ମେଳାଇବା ପାଇଁ ଏହାକୁ ସକ୍ରିୟ କରନ୍ତୁ।
55.
Wacom tablet rotation
2013-01-23
ୱାକମ ଟ୍ୟାବଲେଟ ଘୂର୍ଣ୍ଣନ
57.
Wacom touch feature
2013-01-23
ୱାକମ ସ୍ପର୍ଷ ବୌଶିଷ୍ଟ୍ଯ
58.
Enable this to move the cursor when the user touches the tablet.
2013-01-23
ବ୍ୟବହାରକାରୀ ଟ୍ୟାବଲେଟକୁ ଛୁଇଁଲା ମାତ୍ରେ ସୂଚକକୁ ଗତି କରାଇବା ପାଇଁ ଏହାକୁ ସକ୍ରିୟ କରନ୍ତୁ।
59.
Wacom tablet PC feature
2013-01-23
ୱାକମ ଟ୍ୟାବଲେଟ PC ବୌଶିଷ୍ଟ୍ଯ
60.
Enable this to only report stylus events when the tip is pressed.
2013-01-23
ଏହାକୁ କେବଳ ବିବରଣୀ ସୂଚକ ଘଟଣାଗୁଡ଼ିକୁ ସକ୍ରିୟ କରନ୍ତୁ ଯେତେବେଳେ ଏହି ସୂଚକକୁ ଦବାଯାଇଥାଏ।
61.
Wacom display mapping
2013-01-23
ୱାକମ ପ୍ରଦର୍ଶନୀ ମେଳକ
62.
EDID information of monitor to map tablet to. Must be in the format [vendor, product, serial]. ["","",""] disables mapping.
2013-01-23
ମନିଟରର EDID ସୂଚନାକୁ ଟ୍ୟାବଲେଟ ସହିତ ମେଳାଇଥାଏ। ନିଶ୍ଚିତ ଭାବରେ ଏହି ଶୈଳୀରେ ଥାଏ [ବିକ୍ରେତା, ଉତ୍ପାଦନ, କ୍ରମିକ]. ["","",""] ମେଳାଇବା କାମକୁ ନିଷ୍କ୍ରିୟ କରିଥାଏ।
63.
Wacom stylus pressure curve
2013-01-23
ୱାକମ ଶୈଳୀ ଚାପ ବକ୍ର
64.
Set this to x1, y1 and x2, y2 of the pressure curve applied to the stylus.
2013-01-23
ଏହାକୁ ସୂଚକରେ ପ୍ରୟୋଗ ହୋଇଥିବା ବକ୍ର ଚାପକୁ x1, y1 ଏବଂ x2, y2 ରେ ସେଟ କରନ୍ତୁ।
65.
Wacom stylus button mapping
2013-01-23
ୱାକମ ସୂଚକ ବଟମ ମେଳନ
66.
Set this to the logical button mapping.
2013-01-23
ଏହାକୁ ତାର୍କିକ ବଟନ ମେଳନରେ ସେଟ କରନ୍ତୁ।
67.
Wacom stylus pressure threshold
2013-01-23
ୱାକମ ସୂଚକ ଚାପ ସୀମା
68.
Set this to the pressure value at which a stylus click event is generated.
2013-01-23
ସୂଚକ କ୍ଲିକ ଘଟଣା ସୃଷ୍ଟି ହେବାକୁ ଥିବା ମୂଲ୍ୟରେ ଏହି ଚାପକୁ ସେଟ କରନ୍ତୁ।
69.
Wacom eraser pressure curve
2013-01-23
ୱାକମ ଲିଭାଳି ବକ୍ର ଚାପ
70.
Set this to x1, y1 and x2, y2 of the pressure curve applied to the eraser.
2013-01-23
ଲିଭାଳିରେ ପ୍ରୟୋଗ ହୋଇଥିବା ବକ୍ର ଚାପରେ ଏହାକୁ x1, y1 ଏବଂ x2, y2 ରେ ସେଟ କରନ୍ତୁ।
71.
Wacom eraser button mapping
2013-01-23
ୱାକମ ଲିଭାଳି ବଟନ ମେଳକ
72.
Wacom eraser pressure threshold
2013-01-23
ୱାକମ ଲିଭାଳି ଚାପ ପ୍ରଭାବସୀମା