Translations by Manoj Kumar Giri

Manoj Kumar Giri has submitted the following strings to this translation. Contributions are visually coded: currently used translations, unreviewed suggestions, rejected suggestions.

150 of 208 results
~
Could not open the containing folder
2013-06-08
ଧାରଣ କରିଥିବା ଫୋଲଡ଼ର୍‌କୁ ଖୋଲି ପାରିବ ନାହିଁ
~
Print settings file
2009-07-02
ମୁଦ୍ରଣୀ ବିନ୍ୟାସ ଫାଇଲ
~
Error launching the command “%s” in order to decompress the comic book: %s
2009-07-02
କମିକ ବହିକୁ ସଙ୍କୋଚନ କରିବା ପାଇଁ “%s” ନିର୍ଦ୍ଦେଶକୁ ଆରମ୍ଭ କରିବାରେ ତ୍ରୁଟି: %s
~
There was an error deleting “%s”.
2009-07-02
“%s” କୁ ଅପସାରଣ କରିବା ସମୟରେ ଗୋଟିଏ ତ୍ରୁଟି।
~
Error %s
2009-07-02
ତ୍ରୁଟି %s
~
File corrupted
2009-07-02
ଫାଇଲ କ୍ଷତିଗ୍ରସ୍ତ ହୋଇଛି
~
The command “%s” failed at decompressing the comic book.
2009-07-02
ନିର୍ଦ୍ଦେଶ “%s” କମିକ ବହିକୁ ଅସ୍ଥାୟୀ ଡିରେକ୍ଟୋରୀ ଭିତରେ ସଙ୍କୋଚନ କରିବାରେ ବିଫଳ।
~
The command “%s” did not end normally.
2009-07-02
ନିର୍ଦ୍ଦେଶ “%s” ସାଧାରଣ ଭାବରେ ସମାପ୍ତ ହୋଇନଥିଲା।
3.
No files in archive
2009-07-02
ଅଭିଲେଖରେ କୌଣସି ଫାଇଲ ନାହିଁ।
4.
Not a comic book MIME type: %s
2009-03-16
ଗୋଟିଏ ହାସ୍ୟସ୍ପଦ ବହି MIME ପ୍ରକାର ନୁହଁ: %s
9.
DjVu document has incorrect format
2013-06-08
DjVu ଦଲିଲର ଭୂଲ ଫର୍ମାଟ ଅଛି
10.
The document is composed of several files. One or more of these files cannot be accessed.
2013-06-08
ଦଲିଲଟି ଅନେକ ଫାଇଲ ଦ୍ୱାରା ରଚନା କରାଯାଇଛି। ଏହିପରି ଏକ ବା ଅଧିକ ଫାଇଲରେ ପ୍ରବେଶ କରିପାରିବେ ନାହିଁ।
11.
DjVu Documents
2013-06-08
DjVu ଦଲିଲଗୁଡ଼ିକ
16.
This work is in the Public Domain
2013-06-08
ଏହି କାର୍ଯ୍ୟଟି ସର୍ବସାଧାରଣ ଡମେନରେ ଅଛି
27.
This document contains non-embedded fonts that are not from the PDF Standard 14 fonts. If the substitute fonts selected by fontconfig are not the same as the fonts used to create the PDF, the rendering may not be correct.
2013-06-08
ଏହି ଦଲିଲଟି ସନ୍ନିହିତ ହୋଇନଥିବା ଅକ୍ଷରରୂପ ଧାରଣ କରିଥାଏ ଯାହାକି PDF ମାନ୍ୟତା ପ୍ରାପ୍ତ 14 ଅକ୍ଷରରୂପ ମଧ୍ଯରୁ ଗୋଟିଏ ହୋଇନଥାଏ। ଯଦି fontconfig ସହାୟତାରେ ବଛାହୋଇଥିବା ବୈକଳ୍ପିକ ଅକ୍ଷରରୂପଗୁଡ଼ିକ PDF ନିର୍ମାଣ ପାଇଁ ବ୍ୟବହୃତ ଅକ୍ଷରରୂପ ସହିତ ମିଶିନଥାଏ, ତେବେ ଚିତ୍ରଣ ସଠିକ ହୋଇନଥାଏ।
28.
All fonts are either standard or embedded.
2013-06-08
ସମସ୍ତ ଅକ୍ଷରରୂପଗୁଡ଼ିକ ମାନ୍ୟତାପ୍ରାପ୍ତ ଅଥବା ସନ୍ନିହିତ।
32.
Embedded
2010-06-25
ସନ୍ନିହିତ
34.
(One of the Standard 14 Fonts)
2013-06-08
(ଗୋଟିଏ ମାନ୍ୟତାପ୍ରାପ୍ତ 14 ଅକ୍ଷରରୂପ)
35.
(Not one of the Standard 14 Fonts)
2013-06-08
(ମାନ୍ୟତାପ୍ରାପ୍ତ 14 ଅକ୍ଷରରୂପ ମଧ୍ଯରୁ ଗୋଟିଏ ନୁହଁ)
36.
Encoding
2013-06-08
ସାଙ୍କେତିକରଣ
37.
Substituting with
2013-06-08
ଏହା ସହିତ ବଦଳାଉଛି
41.
Failed to save document “%s”
2008-09-05
“%s” ଦଲିଲକୁ ସଂରକ୍ଷଣ କରିବାରେ ବିଫଳ
44.
Invalid document
2008-09-05
ଅବୈଧ ଦଲିଲ
45.
TIFF Documents
2013-06-08
TIFF ଦଲିଲଗୁଡ଼ିକ
47.
XPS Documents
2013-06-08
XPS ଦଲିଲଗୁଡ଼ିକ
49.
Fit Pa_ge
2013-06-08
ପୃଷ୍ଠା ସହିତ ମେଳାନ୍ତୁ (_g)
50.
Fit _Width
2013-06-08
ପ୍ରୁଷ୍ଠା ଓସାର ସହିତ ମେଳ କରନ୍ତୁ (_W)
62.
View multi-page documents
2013-06-08
ଏକାଧିକ ପ୍ରୁଷ୍ଠା ବିଶିଷ୍ଟ ଦଲିଲଗୁଡ଼ିକୁ ଦେଖନ୍ତୁ
63.
pdf;ps;postscript;dvi;xps;djvu;tiff;document;presentation;
2013-06-08
pdf;ps;postscript;dvi;xps;djvu;tiff;document;presentation;
64.
Print Preview
2013-06-08
ମୁଦ୍ରଣ ପୂର୍ବଦୃଶ୍ଯ
65.
Preview before printing
2013-06-08
ମୁଦ୍ରଣକରିବା ପୂର୍ବରୁ ଦେଖନ୍ତୁ
66.
Override document restrictions
2013-06-08
ଦଲିଲ ପ୍ରତିରୋଧଗୁଡ଼ିକୁ ନବଲିଖନ କରନ୍ତୁ
67.
Override document restrictions, like restriction to copy or to print.
2013-06-08
ଦଲିଲ ପ୍ରତିରୋଧଗୁଡ଼ିକୁ ନବଲିଖନ କରନ୍ତୁ, ଯେପରିକି ନକଲ କରିବା କିମ୍ବା ମୁଦ୍ରଣ କରିବାର ପ୍ରତିରୋଧ।
68.
Automatically reload the document
2013-06-08
ସ୍ୱୟଂଚାଳିତ ଭାବରେ ଦଲିଲକୁ ପୁନର୍ଧାରଣ କରନ୍ତୁ
69.
The document is automatically reloaded on file change.
2013-06-08
ଫାଇଲ ପରିବର୍ତ୍ତନ ସମୟରେ ଦଲିଲଟି ସ୍ୱୟଂଚାଳିତ ଭାବରେ ପୁନର୍ଦ୍ଧାରଣ ହୋଇଥାଏ।
70.
The URI of the directory last used to open or save a document
2013-06-08
ଏକ ଦଲିଲକୁ ଖୋଲିବା ପାଇଁ କିମ୍ବା ସଂରକ୍ଷଣ କରିବା ପାଇଁ ଶେଷ ଥର ବ୍ୟବହାର ହୋଇଥିବା ଡିରେକ୍ଟୋରୀର URI
71.
The URI of the directory last used to save a picture
2013-06-08
ଏକ ପ୍ରତିଛବିକୁ ସଂରକ୍ଷଣ କରିବା ପାଇଁ ଶେଷ ଥର ବ୍ୟବହାର ହୋଇଥିବା ଡିରେକ୍ଟୋରୀର URI
79.
File type %s (%s) is not supported
2008-09-05
ଫାଇଲ ପ୍ରକାର %s (%s) ସମର୍ଥିତ ନୁହେଁ
83.
Failed to create a temporary file: %s
2013-06-08
ଅସ୍ଥାୟୀ ଫାଇଲ ନିର୍ମାଣ କରିବାରେ ବିଫଳ:%s
84.
Failed to create a temporary directory: %s
2013-06-08
ଅସ୍ଥାୟୀ ଡିରେକ୍ଟୋରୀ ନିର୍ମାଣ କରିବାରେ ବିଫଳ: %s
87.
Page %s
2008-09-05
ପ୍ରୁଷ୍ଠା %s
90.
_Whole Words Only
2013-06-08
କେବଳ ସମ୍ପୂର୍ଣ୍ଣ ଶବ୍ଦ (_W)
91.
C_ase Sensitive
2009-03-16
ଅକ୍ଷର ନିର୍ଦ୍ଦିଷ୍ଟ (_a)
96.
Failed to print page %d: %s
2009-09-22
ପୃଷ୍ଠା %d କୁ ମୂଦ୍ରଣ କରିବାରେ ବିଫଳ: %s
98.
Finishing…
2013-06-08
ସମ୍ପନ୍ନ କରୁଅଛି…
100.
Preparing to print…
2013-06-08
ମୁଦ୍ରଣ କରିବାକୁ ପ୍ରସ୍ତୁତ କରୁଅଛି…
101.
Printing page %d of %d…
2013-06-08
%d ର %d ପୃଷ୍ଠାକୁ ମୁଦ୍ରଣ କରୁଅଛି...
103.
Invalid page selection
2009-07-02
ଅବୈଧ ପୃଷ୍ଠା ଚୟନ
104.
Warning
2009-07-02
ଚେତାବନୀ
105.
Your print range selection does not include any pages
2013-06-08
ଆପଣଙ୍କର ମୁଦ୍ରଣ ପରିସର ଚୟନ କୌଣସି ପୃଷ୍ଠାକୁ ଅନ୍ତର୍ଭୁକ୍ତ କରେନାହିଁ